ଜୀବନଚର୍ଯ୍ୟା

ତ୍ୱଚାରେ ଉଜ୍ଜ୍ବଳତା ଓ ନମନୀୟତା ଆଣିବାରେ ସହାୟକ ହୋଇଥାଏ ଛେନାପାଣି !

ଛେନାପାଣି ଆମର ଅନେକ ଉପକାର କରିଥାଏ । ଏହା ଦ୍ୱାରା ବ୍ୟକ୍ତିଠାରେ ଦେଖାଯାଉଥିବା ହୃଦୟ ସମ୍ବନ୍ଧିତ ରୋଗଠୁଁ ଆରମ୍ଭ କରି ପେଟ ଜନିତ ସମସ୍ୟା ଓ ମୋଟାପଣ ବି ଦୂରୀଭୂତ ହୁଏ।

ଅପରାଧ

ଦୁଷ୍କର୍ମ ଅଭି‌ଯୋଗରେ ଫସିଲେ ‘ସାହସୀ ବାଳକ’

କେନ୍ଦୁଝର : ଏକଦା ବୈତରଣୀ ନଦୀରେ ବୁଡ଼ି ଯାଉଥିବା ମହିଳାଙ୍କ ଜୀବନ ରକ୍ଷା କରି ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପାଇଥିବା ସାହସୀ ବାଳକ ଏବେ ଦୁଷ୍କର୍ମ ଅଭି‌ଯୋଗରେ ଫସିଛନ୍ତି। ନିଜ ଗ୍ରାମରେ

Stay Connected!

Meet the guy behind this site...

HI! I AM JOHN DOE!

Perpetuum densior ad surgere fontes ante. Fert sata zonae ad. Coercuit flamina alta. Nova frigida plagae elis animalibus ensis erectos

Subscribe to Our Newsletter

Securae animalibus minantia cognati habitabilis sua rudis orbe coeperunt. Declivia iunctarum diversa.

କ୍ରୀଡ଼ା

ଭାରତୀୟ ମହିଳା ହକି ଦଳରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି।

ଭାରତ ‘ଏ’ ୪-୧ରେ ଶୃଙ୍ଖଳା ଜିତିଲା

ଆଣ୍ଟିଗୁଆ: ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ‘ଏ’ ଦଳ ୫ ଟିକିଆ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି। ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌କୁ ୮

ପାକିସ୍ତାନ କ୍ରିକେଟ୍‌କୁ ସୁଧାରିବି: ଇମ୍ରାନ

ନ୍ୟୁୟର୍କ: ପାକିସ୍ତାନ କ୍ରିକେଟ୍‌କୁ ପୁଣି ଥରେ ବିଶ୍ବସ୍ତରୀୟ କରିବାକୁ ସେହି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରତିଜ୍ଞା କରିଛନ୍ତି। ଇମ୍ରାନ ସଂପ୍ରତି ଆମେରିକା ଗସ୍ତରେ ଥିଲା ବେଳେ

You May Also Like

ମନୋରଞ୍ଜନ

ମୁମ୍ବାଇ : କୁହାଯାଏ କି, ଅନ୍ୟକୁ ଉପଦେଶ ଦେବା ସହଜ । କିନ୍ତୁ ନିଜେ ତାହାକୁ ପାଳନ କରିବା କଷ୍ଟ । ଯାହା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରମାଣ କରି ଦେଖାଇଛନ୍ତି । କିଛି ଦିନ ତଳେ ନିଜ ଜନ୍ମଦିନକୁ ସ୍ୱାମୀ ନିକ୍‌ ଓ ପରିବାର ସହ ପାଳନ କରିଥିଲେ ପ୍ରିୟଙ୍କା । ଜନ୍ମଦିନର ଫଟୋ ଭାଇରାଲ ହେବା ପରେ ଏବେ ଜନ୍ମଦିନ ପରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଠି ପ୍ରିୟଙ୍କାଙ୍କୁ ଧୂମପାନ କରୁଥିବା ଦେଖାଯାଇଛି । ଫଟୋରେ ତାଙ୍କ ମା’ ଏବଂ ସ୍ୱାମୀ ନିକ୍‌ ମଧ୍ୟ ନଜର ଆସିଛନ୍ତି ।

ରାଜନୀତି

ଭୁବନେଶ୍ୱର: ମହିଳାମାନଙ୍କ ଆବେଗକୁ ଲକ୍ଷ୍ୟରେ ରଖି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ଅବକାରୀ ନୀତି କରାଯାଉ ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ମତ ପ୍ରକାଶ କରିଛନ୍ତି।

ମଦରୁ ରାଜସ୍ୱ ଆୟ ସଂକ୍ରାନ୍ତରେ ଏକ ମୌଖିକ ପ୍ରଶ୍ନ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ,ମଦ୍ୟପାନ ଯୋଗୁଁ ମଦ୍ୟପାନକାରୀଙ୍କର ସ୍ୱାସ୍ଥ୍ୟ ହାନି ଏବଂ ପରିବାରରେ ଶାନ୍ତି ହାନି ଘଟୁଥିବା ଦୃଷ୍ଟିରୁ ମହିଳାମାନେ ମଦ ପ୍ରସାର ବିରୁଦ୍ଧରେ ଆନ୍ଦୋଳନ କରି ଆସୁଛନ୍ତି।

ରାଜ୍ୟ

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିଜେପି ସଦସ୍ୟମାନେ ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି । ତେବେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ଗୃହ ଚାଲି ନପାରିବାରୁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍ଗରେ ଗତକାଲି ମଧ୍ୟ ବିରୋଧୀମାନେ ହଟ୍ଟଗୋଳ କରିବା ସହ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ବସିଥିଲେ ।

  • ମହିଳାଙ୍କ ଆବେଗକୁ ଦୃଷ୍ଟିରେ ରଖି ଅବକାରୀ ନୀତି ନିର୍ଦ୍ଧାରଣ କରାଯାଉ: ସୌମ୍ୟରଂଜନ

    ଭୁବନେଶ୍ୱର: ମହିଳାମାନଙ୍କ ଆବେଗକୁ ଲକ୍ଷ୍ୟରେ ରଖି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ଅବକାରୀ ନୀତି କରାଯାଉ ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ମତ ପ୍ରକାଶ କରିଛନ୍ତି। ମଦରୁ ରାଜସ୍ୱ ଆୟ ସଂକ୍ରାନ୍ତରେ ଏକ ମୌଖିକ ପ୍ରଶ୍ନ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ,ମଦ୍ୟପାନ ଯୋଗୁଁ ମଦ୍ୟପାନକାରୀଙ୍କର ସ୍ୱାସ୍ଥ୍ୟ ହାନି ଏବଂ ପରିବାରରେ ଶାନ୍ତି ହାନି ଘଟୁଥିବା ଦୃଷ୍ଟିରୁ ମହିଳାମାନେ ମଦ ପ୍ରସାର ବିରୁଦ୍ଧରେ

  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ ଇସ୍ତଫା ଦେବେ !

    ବେଙ୍ଗାଲୁରୁ: ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ସୋମବାର ସଂଧ୍ୟା ୬ଟାରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସଂଧ୍ୟା ୭ଟାରେ ସେ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ଭେଟିବା ଲାଗି ସମୟ ନେଇଥିବାରୁ ରାଜନୈତିକ ମହଲରେ ଏପରି ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଅନ୍ୟ ଏକ ସୂତ୍ର ଅନୁସାରେ, କୁମାରସ୍ବାମୀ

  • ଶାଢ଼ି ପିନ୍ଧା ଫଟୋ ପୋଷ୍ଟ୍‍ କରି ଏମିତି କ୍ୟାପ୍‌ସନ ଲେଖିଲେ ମାନେକା ଗାନ୍ଧୀ, ଟ୍ରୋଲ୍‌ ହେବା ପରେ କରି ଦେଲେ ଡିିଲିଟ୍‌

    ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ମାନେକା ଗାନ୍ଧୀ ଟ୍ଵିଟ୍‌ରରେ ଏକ ଶାଢ଼ି ପିନ୍ଧା ଫଟୋ ଛାଡ଼ି ଯେଉଁ କ୍ୟାପ୍‌ସନ୍‌ ଲେଖିଥିଲେ ତାହା ତାଙ୍କୁ ମହଙ୍ଗା ପଡ଼ିଛି। ଅବଶ୍ୟ ଏବେ ତାହାକୁ ସେ ଡିଲିଟ୍‌ କରି ସାରିଲେଣି। ମାନେକା ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏକ ଫଟୋ ଦେଇ ଲେଖିଥିଲେ, ‘ଯେଉଁ ସୂତା ଶାଢ଼ିଟି ମୁଁ ପିନ୍ଧିଛି ତାହା ୭୦ ବର୍ଷ ତଳେ ଜେଲ୍‌ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ହାତରେ

  • ପ୍ରିୟଙ୍କାଙ୍କ ଧୂମପାନର ଫଟୋ ଦେଖି ଲୋକେ କହିଲେ; ଦୀପାବଳିରେ ଆସ୍ଥମା ହୋଇଯାଉଛି, ଆଉ ଏବେ…

    ମୁମ୍ବାଇ : କୁହାଯାଏ କି, ଅନ୍ୟକୁ ଉପଦେଶ ଦେବା ସହଜ । କିନ୍ତୁ ନିଜେ ତାହାକୁ ପାଳନ କରିବା କଷ୍ଟ । ଯାହା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରମାଣ କରି ଦେଖାଇଛନ୍ତି । କିଛି ଦିନ ତଳେ ନିଜ ଜନ୍ମଦିନକୁ ସ୍ୱାମୀ ନିକ୍‌ ଓ ପରିବାର ସହ ପାଳନ କରିଥିଲେ ପ୍ରିୟଙ୍କା । ଜନ୍ମଦିନର ଫଟୋ ଭାଇରାଲ ହେବା ପରେ ଏବେ ଜନ୍ମଦିନ ପରର କିଛି ଫଟୋ ସୋସିଆଲ ମିଡିଆରେ

  • ‘ଚନ୍ଦ୍ରାୟନ-୨’ର ସଫଳ ଉତ୍‌କ୍ଷେପଣ ପରେ ଶୁଭେଚ୍ଛା ଜଣାଇଲେ ଅନେକ ବଲିଉଡ୍‌ ତାରକା

    ମୁମ୍ବାଇ: ସଫଳତାର ସହ ଜହ୍ନ ରାଇଜକୁ ଉତ୍‌କ୍ଷେପଣ କରାଯାଇଛି ‘ଚନ୍ଦ୍ରାୟନ-୨’। ଚନ୍ଦ୍ରପୃଷ୍ଠକୁ ଏହି ଯାନ ଯାଇ ୧୪ ଦିନ କାଳ ରହି ସ୍ଥିତି ଅନୁଧ୍ୟାନ କିରିବ। ତେବେ, ଏହି ଖୁସିରେ ବଲିଉଡ୍‌ର ଅନେକ ତାରକାମାନେ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ଚାଲିଛନ୍ତି। ଅଭିନେତା ଅକ୍ଷୟ କୁମାର ‘ଚନ୍ଦ୍ରାୟନ-୨’ର ସଫଳ ଉତ୍‌କ୍ଷେପଣ ପାଇଁ ବୈଜ୍ଞାନିକ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ପୂରା ଟିମ୍‌କୁ ସାଲ୍ୟୁଟ୍‌ ଜଣାଇଛନ୍ତି କେବଳ ଅକ୍ଷୟ କୁମାର ନୁହଁନ୍ତି,

  • ବିବାଦୀୟ ଟିକ୍‌ ଟକ୍‌ ଭିଡିଓ ମାମଲା : ଏଜାଜ୍‌ଙ୍କୁ ମିଳିଲା ଜାମିନ୍‌

    ମୁମ୍ବାଇ : ବିଗ୍‌ ବସ୍‌ର ପୂର୍ବ ପ୍ରତିଯୋଗୀ ତଥା ଅଭିନେତା ଏଜାଜ୍‌ ଖାନ୍‌ଙ୍କୁ ଜୁଲାଇ ୧୮ରେ ମୁମ୍ବାଇ ପୁଲିସ ଗିରଫ କରିଥିଲା । ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ଭିଡିଓ କରି ପ୍ରସାରିତ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାକୁ ନେଇ ପ୍ରଥମେ ପଚରାଉଚରା କରିବା ପାଇଁ ତାଙ୍କୁ ଡ଼କାଇଥିଲା ପୁଲିସ । ପଚରାଉଚରା ପରେ ଦୋଷୀ ସାବ୍ୟସ୍ତ ହେବାରୁ ମୁମ୍ବାଇର ସାଇବର କ୍ରାଇମ ପୁଲିସ

WORK FOR NEWSBYTE!

Copyright 2019 © Odisha Digest. All right reserved | By Fastwebsites.in - Website Design Company Bhubaneswar , Odisha